ବାତ୍ୟା ଜୱାଦର ପ୍ରଭାବ : ଲଗାଣ ବର୍ଷାରେ ଉପକଣ୍ଠ ବେହାଲ

ପାଚିଲା ଧାନ ଅଣ୍ଡାଳୁଛି ଚାଷୀ ବାଲିଅନ୍ତା: ବାତ୍ୟା ଜୱାଦ ଦୁର୍ବଳ ହୋଇଯାଇଥିଲେ ହେଁ ଲଗାଣ ବର୍ଷା ଯୋଗୁଁ ରାଜଧାନୀ ଉପକଣ୍ଠ ବାଲିଅନ୍ତା ଓ ବାଲିପାଟଣା ବ୍ଲକ୍‌ରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଲୋକଙ୍କ କଚ୍ଚାଘ‌ରେ ବର୍ଷା ଜଳ ଲହଡ଼ି ମାରିବା ସହ କାନ୍ଥ ଭାଙ୍ଗି ଯାଇଛି। ସେହିପରି ହଜାର ହଜାର ହେକ୍ଟର ଚାଷ ଜମିରେ ବର୍ଷାଜଳ ଜମି ରହିବା ଯୋଗୁଁ ଧାନ ଓ ଅନ୍ୟାନ୍ୟ ପନିପରିବା ଫସଲ ନଷ୍ଟ ହୋଇଥିବା ସୂଚନା … Continue reading ବାତ୍ୟା ଜୱାଦର ପ୍ରଭାବ : ଲଗାଣ ବର୍ଷାରେ ଉପକଣ୍ଠ ବେହାଲ